ଅଗରତାଲା ରେଳ ଷ୍ଟେସନରୁ ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ

ଅଗରତାଲା: ତ୍ରିପୁରାର ଅଗରତାଲା ରେଳ ଷ୍ଟେସନରୁ ଆଜି ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପୁଲିସ ଗିରଫ କରିଛି। ଏହା ବ୍ୟତୀତ ଦୁଇ ବାଂଲାଦେଶୀ ଏବଂ ଜଣେ ଭାରତୀୟ ହ୍ୟାଣ୍ଡେଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଜିଆରପି ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପଚରାଉଚରାବେଳେ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଂଲାଦେଶର କକ୍ସ ବଜାର କ୍ୟାମ୍ପ ଛାଡି ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଭାରତରେ ବେଆଇନ ପ୍ରବେଶ … Continue reading ଅଗରତାଲା ରେଳ ଷ୍ଟେସନରୁ ୧୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଗିରଫ